ଓଡିଆ ବିଶ୍ବବିଦ୍ୟାଳୟ ବିଧେୟକ-୨୦୧୭ ବିଧାନସଭାରେ ଗୃହୀତ

Assembly passes Odia university Bill, 2017

 Published : ଇଣ୍ଡିଆନ୍ ଏକ୍ସପ୍ରେସ

/  

15-Sep-2017  

ବିଧାନସଭାରେ ଓଡିଆ ବିଶ୍ବବିଦ୍ୟାଳୟ ବିଧେୟକ-୨୦୧୭ ଗୃହୀତ ହୋଇଯାଇଛି। ଫଳରେ ଓଡିଆ ଭାଷା ଓ ସାହିତ୍ୟର ସାମଗ୍ରୀକ ବିକାଶ ପାଇଁ ରାଜ୍ୟରେ ଓଡିଆ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେବ।

Other News