ଝାରସୁଗୁଡା ବିମାନ ବନ୍ଦରକୁ ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ

CM proposed to Prabhu, Jharsuguda airport be named after Veer Surendra Sai

 Published : ଟାଇମ୍ସ ଅଫ ଇଣ୍ଡିଆ

/  

15-Jun-2018  

ନିକଟରେ କାର୍ଯ୍ୟକ୍ଷମ ହେବାକୁ ଥିବା ଝାରସୁଗୁଡା ବିମାନ ବନ୍ଦରକୁ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ବେସାମରୀକ ଓ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ସୁରେଶ ପ୍ରଭାକର ପ୍ରଭୁଙ୍କୁ ଚିଠି ଲେଖି ପ୍ରସ୍ତାବ ଦେଇଛନ୍ତି ।

Other News