ଲୋକପ୍ରିୟ ଓଡିଆ ଚଳଚିତ୍ର ତାରକା ଉତ୍ତମ ମହାନ୍ତି ବିଜେଡିରେ ଯୋଗଦେଲେ

Popular Odia film star Uttam Mohanty joins BJD

 Published : ଦି ଟାଇମ୍ସ ଅଫ ଇଣ୍ଡିଆ

/  

28-Jan-2017  

ଲୋକପ୍ରିୟ ଓଡିଆ ଚଳଚିତ୍ର ତାରକା ଉତ୍ତମ ମହାନ୍ତି , ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନବୀନ ନିବାସଠାରେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ଶ୍ରୀ ମହାନ୍ତି ହେଉଛନ୍ତି ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବାରିପଦା ଅଞ୍ଚଳର ବ୍ୟକ୍ତି। ଚଳଚିତ୍ର ତାରକା ଭାବେ ତାଙ୍କର ବେଶ୍ ଖ୍ୟାତି ରହିଛି। ଉପକୂଳ ଓ ଦକ୍ଷିଣ ଓଡିଶାରେ ତାଙ୍କର ଅନେକ ସମର୍ଥକ ରହିଛନ୍ତି।

Other News