Published : ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ
/01-Apr-2018
ଓଡିଶାରେ ଭିତ୍ତିଭୂମିର ବକାଶ ନେଇ ରାଜ୍ୟ ସରକାର ସର୍ବଦା ଗୁରୁତ୍ବ ପ୍ରଦାନ କରି ଆସୁଥିବା ବେଳେ ବର୍ତ୍ତମାନ ରାଜ୍ୟ ବିଭିନ୍ନ କ୍ଷେତ୍ରରେ ଆଗୁଆ ରହିଛି। ଦାରିଦ୍ର ଦୂରିକରଣ କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡିଶା ଏକ ମଡେଲ ରାଜ୍ୟରେ ପରିଣତ ହୋଇସାରିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମହାନଦୀ ଉପରେ ନିର୍ମିତ ମଧୁ ସୁଦନ ସେତୁକୁ ଉଦଘାଟନ କରି କହିଛନ୍ତି।