ବିଧାନସଭାର ଉପବାଚସ୍ପତି ପଦ ପାଇଁ ବିଧାୟକ ରଜନୀକାନ୍ତ ସିଂହ ଦଳ ପକ୍ଷରୁ ମନୋନୀତ

Party nominated Rajanikant Singh as Assembly Deputy Speaker

 Published : ଓଡ଼ିଶା ସନ୍ ଟାଇମ୍ସ

/  

07-Jun-2019  

ବିଧାନସଭାର ଉପବାଚସ୍ପତି ପଦପାଇଁ ସଭାପତି ଶ୍ରୀ ନବୀନ ପଟ୍ଟନାୟକ, ଅନୁଗୋଳ ବିଧାୟକ ଶ୍ରୀ ରଜନୀକାନ୍ତ ସିଂହଙ୍କୁ ମନୋନୀତ କରିଛନ୍ତି। ସେହିପରି ଧର୍ମଶାଳା ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ବଳବନ୍ତରାୟଙ୍କୁ ସରକାରୀ ଦଳର ଉପମୁଖ୍ୟସଚେତକ ଭାବେ ସଭାପତି ନିଯୁକ୍ତ ଦେଇଛନ୍ତି।

Other News