ଏସିଆନ୍ ଆଥେଲେଟିକ୍ସ ମିଟସ୍ ଓଡିଶା ପର୍ଯ୍ୟଟନ ପାଇଁ ଅନେକ ସୁଯୋଗ ସୃଷ୍ଟି କରିବ

Odisha to tap Asian athletics meet to boost tourism

 Published : ଓଡିଶା ସନ୍ ଟାଇମ୍ସ

/  

18-Jun-2017  

ଭୁବନେଶ୍ବରରେ ଆସନ୍ତା ଜୁଲାଇ 6 ତାରିଖରୁ 9 ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା 22 ତମ ଏସିଆନ୍ ‌ଆଥେଲେଟିକ୍ସ ମିଟରୁ ଓଡିଶା ପର୍ଯ୍ୟଟନ ପାଇଁ ଅନେକ ସୁଯୋଗ ସୃଷ୍ଟି କରିବ। ସେଥିପାଇଁ ରାଜ୍ୟସରକାର ସମସ୍ତ ପ୍ରକାର ସୁଯୋଗ ସୃଷ୍ଟି କରି ସାରିଲେଣୀ। ରାଜଧାନୀର ଅନୁଷ୍ଠିତ ହେବାକୁ ଥିବା ଏହି ମିଟରେ 42 ଟି ବିଭାଗ ପାଇଁ 45 ଟି ଦେଶରୁ 1000ରରୁ ଉର୍ଦ୍ଧ ଖେଳାଳି ଏବଂ 3000 ପର୍ଯ୍ୟଟକ ଆସିବାର ସମ୍ଭାବନା ରହିଛି।

Other News