ବନ୍ୟା କ୍ଷତିଗ୍ରସ୍ତଙ୍କୁ ଘରଭଙ୍ଗା କ୍ଷତିପୁରଣ ୩ ଦିନ ମଧ୍ୟରେ ପ୍ରଦାନ କର, ମୁଖ୍ୟମନ୍ତ୍ରୀ

Pay house damage compensation to flood victims in three days: CM

 Published : ଓଡିଶା ସନ୍ ଟାଇମ୍ସ

/  

29-Jul-2017  

ବନ୍ୟାଞ୍ଚଳର ଗସ୍ତରେ ଯାଇଥିବା ୩ ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀ କ୍ଷୟକ୍ଷତି ଆକଳନ ସମ୍ପର୍କରେ ସେମାନଙ୍କ ରିପୋର୍ଟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି। ଏନ୍ ଡି ଆର ଏଫ ଏବଂ ଏସ ଡି ଆର ଏଫ  ନିୟମ ଅନୁଯାଇ ଭାଙ୍ଗିଯାଇଥିବା ଗୃହ ଗୁଡିକର ପୁର୍ନର ନିର୍ମାଣ ପାଇଁ ୩ ଦିନ ମଧ୍ୟରେ କ୍ଷତିପୁରଣ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ  ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଅଗଷ୍ଟ ୨ ତାରିଖ ସୁଦ୍ଧା ବିଦ୍ୟୁତ ଯୋଗାଣକୁ ସ୍ବଭାବିକ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

Other News