୨୦୧୬-୧୭ ବର୍ଷରେ ଓଡିଶାର ରତ୍ପାନି ଅଭିବୃଦ୍ଧି ୧୧୪ ପ୍ରତିଶତ

Odisha registered 114 percent growth in exports in 2016-17

ରତ୍ପାନି କ୍ଷେତ୍ରରେ ଓଡିଶାର ଅଭିବୃଦ୍ଧି ବେଶ୍ ଉତ୍ସାହ ଜନକ ସ୍ଥିତିରେ ପହଞ୍ଚିଛି। ୨୦୧୬- ୧୭ ଆର୍ଥିକ ବର୍ଷରେ ରାଜ୍ୟରୁ ୪୦୮୭୨ କୋଟି ଟଙ୍କାର ସାମଗ୍ରୀ ରତ୍ପାନି ଟଙ୍କାର ହୋଇଛି, ଯାହାକି ପୂର୍ବ ବର୍ଷ ତୁଳନାରେ ୧୧୪ ପ୍ରତିଶତ ଅଧିକ ବୋଲି ଜଣାପଡିଛି।

Other News