Published : ଟାଇମ୍ସ ଅଫ ଇଣ୍ଡିଆ
03-Jun-2019
ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀରୁ ଚାରିଥର ନିର୍ବାଚିତ ହୋଇଥିବା ପିନାକୀ ମିଶ୍ରଙ୍କୁ ସଂସଦୀୟ ଦଳର ଲୋକସଭାର ନେତା ଭାବେ ନିଯୁକ୍ତ ହୋଇଛନ୍ତି।