Published : ଓଡିଶା ସନ୍ ଟାଇମ୍ସ
/12-Sep-2017
ବିଜୁ ପଟ୍ଟନାୟକ ହିମାଳୟ ଅଭିଯାନ ଦଳକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ନବୀନ ନିବାସ ଠାରେ ଫ୍ଲାଗଅଫ କରିଛନ୍ତି। ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବିଭାଗ ଏବଂ ଟାଟା ଷ୍ଟିଲ ପକ୍ଷରୁ ମିଳିତ ଭାବେ ଏହି ଅଭିଯାନର ଆୟୋଜନ କରାଯାଇଛି। ଏଥର ୧୨ ଜଣ ପୁରୁଷ ଓ ୩ ଜଣ ମହିଳା ଅଭିଯାନରେ ଭାଗ ନେଇଛନ୍ତି।