Published : ଓଡ଼ିଶା ସନ୍ ଟାଇମ୍ସ
/15-Apr-2019
ସଭାପତି ଶ୍ରୀ ନବୀନ ପଟ୍ଟନାୟକ ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ଘଡାଇଙ୍କୁ ଦଳର ଉପସଭାପତି ପଦରେ ନିଯୁକ୍ତି ଦେଇଛନ୍ତି। ପୂର୍ବରୁ ସଭାପତି ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପ୍ରଦାନ କରି ତାଙ୍କୁ ଖୋର୍ଦ୍ଧା, ରଣପୁର, ଏବଂ ଚିଲିକା ନିର୍ବାଚନ ମଣ୍ଡଳୀର ଦାୟିତ୍ବ ପ୍ରଦାନ କରିଥିଲେ।