ମୁଖ୍ୟମନ୍ତ୍ରୀ ଜୁନରେ ଗୁରୁପ୍ରିୟା ସେତୁକୁ ଲୋକାର୍ପଣ କରିବେ

Gurupriya bridge to be dedicated to people in June by CM

 Published : ଇଣ୍ଡିଆନ୍ ଏକ୍ସପ୍ରେସ

/  

14-May-2018  

ମାଲକାନଗିରି ଜିଲ୍ଲାରେ ବିଛିନ୍ନ ଅଞ୍ଚଳକୁ ସଂଯୋଗ କରୁଥିବା ଗୁରୁପ୍ରିୟା ସେତୁର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଆସନ୍ତା ଜୁନ ମାସରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ସେତୁକୁ ଲୋକାର୍ପଣ କରିବେ ବୋଲି ପୂର୍ତ୍ତ ବିଭାଗ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି।

Other News