ଓଡିଶାର ଲକ୍ଷ୍ୟ ଏବେ ଏସୀୟ ମହିଳା ରଗବୀ ଚମ୍ପିଆନସିପରେ

Odisha eyes Asian Women Rugby meet

 ଏସୀୟ ଦୌଡକୁଦ ପ୍ରତିଯୋଗୀତା ସଫଳତାର ସହ ଭୁବନେଶ୍ବରରେ ଅନୁଷ୍ଠିତ ହେବା ପରେ  ଆସନ୍ତା ବର୍ଷ କଳିଙ୍ଗ ଷ୍ଟାଡିୟମରେ ଏସୀୟ ମହିଳା ରଗବୀ ଚମ୍ପିଆନସିପ୍ କରିବା ଏବେ ଓଡିଶାର ଲକ୍ଷ୍ୟ। ଅନ୍ତର୍ଜତୀୟ ରଗବୀ ସଂଘର କର୍ମକର୍ତ୍ତା ମାନଙ୍କର ଏକ ପ୍ରତିନିଧି ଦଳ ଏସିଆନ୍ ରଗବୀ ସର୍ଭିସ ମ୍ୟାନେଜର ରିଦଜାଲ ସାତ୍ ଙ୍କ ନେତୃତ୍ବରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷତ କରି ଏସୀୟ ମହିଳା ରଗବୀ ଚମ୍ପିଆନସିପ୍ ଭୁବନେଶ୍ବରରେ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। 

Other News