Published : ଓଡ଼ିଶା ସନ୍ ଟାଇମ୍ସ
03-Nov-2018
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୧୫ ଟି ଶିଳ୍ପ ପ୍ରତିଷ୍ଠା ପାଇଁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭୂମିପୂଜନ କରିଛନ୍ତି। ଏହି ସବୁ ଶିଳ୍ପରେ ମୋଟ ୧୮୦୭ କୋଟି ୯୨ଲକ୍ଷ ଟଙ୍କା ବିନିଯୋଗ ହେବ ଏବଂ ୮୮୮୩ଟି ନିଯୁକ୍ତିର ସୁଯୋଗ ସୃଷ୍ଟି ହେବ।