ମୁଖ୍ୟମନ୍ତ୍ରୀ ୬ ଟି ବୃହତ ଏଲ ଆଇ ପ୍ରକଳ୍ପର କଲେ ଉଦଘାଟନ

CM inaugurated six mega LI projects

 Published : ଟାଇମ୍ସ ଅଫ ଇଣ୍ଡିଆ

/  

03-Mar-2019  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୬ ଟି ବୃହତ ଉଠା ଜଳ ସେଚନ ପଏଣ୍ଟକୁ ଉଦଘାଟନ କରିଛନ୍ତି। ରାଜ୍ୟ ସରକାର ୧୦ ଲକ୍ଷ ହେକ୍ଟର ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ଦେଇଥିବା ପ୍ରତିଶ୍ରୁତିକୁ ପୁରଣ କରିବା ଲକ୍ଷ୍ୟ ନେଇ ଏହି ଏଲ ଆଇ ପଏଣ୍ଟକୁ ପ୍ରତିଷ୍ଠା କରିଛନ୍ତି। ଏହି ବୃହତ୍ ଉଠାଜଳସେଚନ ପଏଣ୍ଟ ଗୁଡିକ ୫୫୦୦ ହେକ୍ଟର ଜମିରେ ଜଳସେଚନ କରିବ।

Other News