ଉତ୍କଳ ଏକ୍ସପ୍ରେସ ଦୃର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ଭେଟିଲେ

CM meets passengers injured in Utkal Express mishap

 Published : କଳିଙ୍ଗ ଟିଭି

/  

22-Aug-2017  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉତ୍କଳ ଏକ୍ସପ୍ରେସ ଦୃର୍ଘଟଣାରେ ଚିକିତ୍ସତ ହେଉଥିବା ୫ ଜଣ ଓଡିଆ ଆହତଙ୍କୁ କ୍ୟାପିଟାଲ ହସପିଟାଲରେ ଭେଟିଛନ୍ତି। ପୁରୀ- ହରିଦ୍ବାର ଏକ୍ସପ୍ରେସ ମୁଜାଫରନଗରଠାରେ ଶନିବାର ଦିନ ଲାଇନଚ୍ୟୁତ ହେଇ ଦୃର୍ଘଟଣା ଗ୍ରସ୍ତ ହୋଇଥିଲା। ସେହି ଟ୍ରେନ ଦୃର୍ଘଟଣାରେ ଆହତ ହୋଇଥିବା ମଧୁ ମଣ୍ଡଳ, ଅମୀୟ ଦାସ, ଦେବେନ୍ଦ୍ର ଦାସ, ଯାତ୍ରୀ ଦାସ, ମୁବାରକ୍ ଅଲ୍ଲି, ଏବଂ ସବିତା ମଲ୍ଲିକ୍  କ୍ୟାପିଟାଲ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। 

Other News