ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଗଜପତି ଜିଲ୍ଳାରେ ୬୬.୬୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ୧୨୯ଟି ପ୍ରକଳ୍ପ ଉଦଘାଟିତ

CM launched 129 projects worth Rs 66.62 cr in Gajapati

 Published : ଓଡ଼ିଶା ସନ୍ ଟାଇମ୍ସ

/  

07-Feb-2019  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲ୍ଲା ଗସ୍ତରେ ଯାଇ ୬୬.୬୨ କୋଟି ଟଙ୍କା ବ୍ୟୟରେ ମୋହନା,ନୂଆଗଡ,ଆର. ଉଦୟଗିରି ଏବଂ ରାୟଗଡ଼ ବ୍ଲକରେ ନିର୍ମିତ ୧୨୯ ଟି ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ସେହି ସବୁ ଅଞ୍ଚଳରେ୧୩.୭୭ କୋଟି ଟଙ୍କାର ୯୮ ଟି ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

Other News