ଫଟୋ ପ୍ରଦର୍ଶନୀ ମାଧ୍ୟମରେ ବିଜୁ ପଟ୍ଟନାୟକକୁ ସମ୍ମାନ ଜଣାଇଲା ଇଣ୍ଡୋନେସିଆ

Indonesia remembers Biju Patnaik through photo exhibition

 Published : ଦି ନ୍ୟୁଜ ରୁମ

/  

27-Feb-2020  

ନୂଆଦିଲ୍ଲୀରେ ଥିବା ଇଣ୍ଡୋନେସିଆ ଦୂତାବାସ ଏକ ଫଟୋ ପ୍ରଦର୍ଶନୀରେ ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମରେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଅବଦାନକୁ ପ୍ରଦର୍ଶୀତ କରିଛି। ଏହି ପ୍ରଦର୍ଶନୀରେ ବିଜୁ ପଟ୍ଟନାୟକଙ୍କ ଉପରେ ଏକ ସ୍ୱତନ୍ତ୍ର ଗ୍ୟାଲେରୀ ସ୍ଥାନ ପାଇଥିଲା। ଫଟୋ ପ୍ରଦର୍ଶନୀରେ ବିଜୁ ପଟ୍ଟନାୟକଙ୍କ ଜ୍ୟେଷ୍ଠ ପୁତ୍ର ପ୍ରେମ ପଟ୍ଟନାୟକ ଯୋଗ ଦେଇଥିଲେ।

Other News