ସ୍ବତନ୍ତ୍ର ଆଦିବାସୀ ବିକାଶ ପରିଷଦ ଗଠନ ପାଇଁ ଓଡିଶା ସରକାର ପ୍ରକାଶ କଲେ ବିଜ୍ଞପ୍ତି

Odisha government notified Special tribal development councils

 Published : ଟାଇମ୍ସ ଅଫ ଇଣ୍ଡିଆ

/  

22-Sep-2017  

 ରାଜ୍ୟ ସରକାର ସ୍ବତନ୍ତ୍ର ଆଦିବାସୀ ବିକାଶ ପରିଷଦ ଗଠନ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ମୟୁରଭଞ୍ଜ, କେନ୍ଦୁଝର , ସୁନ୍ଦରଗଡ , କନ୍ଧମାଳ , ଗଜପତି , କୋରାପୁଟ , ରାୟଗଡା , ମାଲକାନାଗିରି , ଏବଂ ନବରଙ୍ଗପୁର ଆଦି ୯ ଟି ଜିଲ୍ଲାରେ ୫୦ ଭାଗରୁ ଅଧିକ ବସବାସ କରୁଥିବା ଜିଲ୍ଲା ଗୁଡିକରେ ଏହି ବିକାଶ ପରିଷଦ ଗଠନ କରାଯିବ।

Other News