ମୁଖ୍ୟମନ୍ତ୍ରୀ କହିଲେ, ଧାନର ସହାୟକ ମୂଲ୍ୟ ସମ୍ପୂର୍ଣ୍ଣ ନିରାଶା ଜନକ

CM says, paddy MSP totally disappointing,

 Published : ଓଡିଶା ସନ୍ ଟାଇମ୍ସ

/  

21-Jun-2017  

କେନ୍ଦ୍ର ୨୦୧୭-୧୮ ବର୍ଷ ପାଇଁ କେନ୍ଦ୍ର ଧାନର କ୍ୟୁଣ୍ଟାଲ ପ୍ରତି ସର୍ବନିମ୍ନ ସହାୟକ ମୂଲ୍ୟରେ ମାତ୍ର ୮୦ ଟଙ୍କା ବୃଦ୍ଧି କରିବା ଫଳରେ ଧାନର କ୍ୟୁଣ୍ଟାଲ ପ୍ରତି ମୂଲ୍ୟ ୧୫୫୦ ଟଙ୍କାରେ ପହଞ୍ଚିଛି, ଯାହାକି ସମ୍ପୂର୍ଣ୍ଣ ନିରାଶା ଜନକ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

Other News