ସରକାରଙ୍କ ନିର୍ଦେଶ, ସମୟସୀମା ମଧ୍ୟରେ ପୋଲ ଦୁଇଟିର ନିର୍ମାଣ କାର୍ଯ୍ୟ ସାର

Deadline set for building bridges

କଟକ ଜିଲ୍ଲାର ତ୍ରିଶୂଳିଆଠାରେ କାଠଯୋଡି ନଦୀ ଉପରେ ନିର୍ମାଣଧିନ ସେତୁର  କାର୍ଯ୍ୟ ଆସନ୍ତା ଦୁଇମାସ ମଧ୍ୟରେ ଏବଂ ମାଓପ୍ରବଣ ମାଲକାନାଗିରି ଜିଲ୍ଲାର ଗୁରୁପ୍ରିୟା ନଦୀ ଉପରେ ନିର୍ମାଣଧୀନ ସେତୁର ନିର୍ମାଣ କାର୍ଯ୍ୟ  ୨୦୧୭ ସେପ୍ଟେମ୍ବର ସୁଦ୍ଧା ଶେଷକରିବାକୁ ରାଜ୍ୟ ସରକାର ପୂର୍ତ୍ତବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। 

Other News