ଜିଲ୍ଲା ସ୍ତରରେ ଗଠିତ ହେବ ଅଟିଜିମ୍ ମେଡିକାଲ ବୋର୍ଡ

Autism Medical Board to be set up in every districts

 Published : ଓଡିଶା ସନ୍ ଟାଇମ୍ସ

/  

18-Feb-2017  

ରାଜ୍ୟରେ ଅଟିଜିମ୍ ରୋଗୀଙ୍କ ସଂଖ୍ୟା ଆକଳନ କରିବା ସହିତ ସେମାନଙ୍କୁ ଆବଶ୍ୟକୀୟ ପ୍ରମାଣପତ୍ର ଯୋଗାଇଦେବା ଲକ୍ଷ୍ୟରଖି ପ୍ରତ୍ୟେକ ଜିଲ୍ଳାରେ ଅଟିଜିମ୍ ମେଡିକାଲ ବୋର୍ଡ ଗଠନ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ବୋର୍ଡ ଗଠନ କରିବା ପାଇଁ ସାମାଜିକ ସୁରକ୍ଷା ଏବଂ  ଭିନ୍ନକ୍ଷମ ସଶକ୍ତି କରଣ ବିଭାଗର ପ୍ରମୁଖ ସଚିବ ନିତିନ୍ ଚନ୍ଦ୍ର ରାଜ୍ୟର ସମସ୍ତ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 

Other News