କୋରାପୁଟରେ ଅନେକ ଗୁଡିଏ ପ୍ରକଳ୍ପକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

CM inaugurated slew of projects in Koraput

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଗସ୍ତରେ ଯାଇ ବହୁ ପ୍ରତୀକ୍ଷିତ ତେଲେଙ୍ଗିରୀ ଜଳସେଚନ ପ୍ରକଳ୍ପ କୋରାପୁଟର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି। ଜୟପୁଠାରେ ୧୧୩୬.୪୧ କୋଟି ଟଙ୍କାର ୩୧ ଟି ପ୍ରକଳ୍ପର ଉଦଘାଟନ କରିଥିବା ବେଳେ ବିଜୁ ଯୁବ ବାହିନୀର ସମାବେଶରେ ଯୋଗଦେବା ଅବସରରେ ୭୪୯ କୋଟି ଟଙ୍କାର ୯୪ ଟି  ଜନମଙ୍ଗଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

Other News