ରାତ୍ରି ଆହାର କେନ୍ଦ୍ରରେ ପ୍ରଥମେ ଉପଭୋକ୍ତାଙ୍କୁ ଖାଦ୍ୟ ପରଷି ରାତ୍ରି ଆହାର ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

CM served first night Aahar

ରାଜ୍ୟର ଡାକ୍ତର ଖାନା ପରିସରରେଥିବା ଆହାର କେନ୍ଦ୍ର ଗୁଡିକରେ ସରକାର ରାତ୍ରି ଆହାର ଯୋଜନାର ପ୍ରଚଳନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କ୍ୟାପିଟାଲ ହସପିଟାଲ ପରିସରରେଥିବା ଆହାର କେନ୍ଦ୍ରରେ ପ୍ରଥମେ କିଛି ଉପଭୋକ୍ତାଙ୍କୁ ଖାଦ୍ୟ ପରଷି ଯୋଜନାର ଶୁଭାରମ୍ଭ କରିଛନ୍ତି।

Other News