୨୧୯ ଡାକ୍ତରଙ୍କ ନିଯୁକ୍ତି ପାଇଁ ମଞ୍ଜୁର ଦେଲେ ମୁଖ୍ୟମନ୍ତ୍ରୀ

CM okayed appointment of 219 doctors

 Published : ଟାଇମ୍ସ ଅଫ ଇଣ୍ଡିଆ

/  

27-Oct-2017  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୧୬୯ ହୋମିଓପାଥି ଏବଂ ୫୦ ଆୟୁଷ ଡାକ୍ତରଙ୍କୁ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ନିଯୁକ୍ତି ଦେବାପାଇଁ ସ୍ବୀକୃତି ପ୍ରଦାନ କରିଛନ୍ତି। ଓଡିଶା ଲୋକ ସେବା ଆୟୋଗର ସୁପାରିଶ୍ ଅନୁଯାୟୀ ଚୟନ କରାଯାଇଥିବା ଡାକ୍ତର ମାନଙ୍କୁ ହୋମିଓପାଥିକ୍ ମେଡିକାଲ ଅଫିସର ଏବଂ ଆର୍ୟୁରବେଦିକ୍ ମେଡିକାଲ ଅଫିସର ଭାବେ ନିଯୁକ୍ତି ଦିଆଯିବ।

Other News