ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା, କେନ୍ଦ୍ରୀୟ ବଜେଟ ବହୁ କ୍ଷେତ୍ରରେ ଆଶା ପୂରଣ କରିପାରିନାହିଁ

Budget falls short of expectations Chief Minister

 Published : ଦି ଟାଇମ୍ସ ଅଫ ଇଣ୍ଡିଆ

/  

02-Feb-2017  

କେନ୍ଦ୍ରୀୟ ବଜେଟ ବହୁ କ୍ଷେତ୍ରରେ ଆଶାନୁରୂପ  ହେଇ ପାରିନାହିଁ। ବିମୁଦ୍ରାୟନର  ପ୍ରତିକୂଳ ପ୍ରଭାବକୁ ମୁକାବିଲା କରିବାରେ ବଜେଟରେ ବିଶେଷ କିଛି ପଦକ୍ଷେପ ନିଆଯାଇନାହିଁ। ବିଶେଷକରି ଓଡିଶାର କୋରାପୁଟ- ବଲାଙ୍ଗୀର-କଳାହାଣ୍ଡି (କେ ବି କେ) ଅଞ୍ଚଳର ବିକାଶ, ରାଜ୍ୟରେ ବ୍ୟାଙ୍କ ନଥିବା  ପଞ୍ଚାୟତ ମାନଙ୍କରେ  ବ୍ୟାଙ୍କ ଶାଖା ଖୋଲା ଯିବା , ଅନୁସୂଚିତ ଜାତି ଓ ଜନଜାତି ଶ୍ରେଣୀର ବିକାଶ ଦିଗରେ ବଜେଟରେ ସେପରି କିଛି ବ୍ୟବସ୍ଥା ହୋଇନାହିଁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମତ ପ୍ରକାଶ କରିଛନ୍ତି।

Other News