ଏସିଆନ୍ ଆଥେଲିଟିକ୍ସ ଚମ୍ପିଆନସିପସ୍, ୫୦୦ରୁ ଉର୍ଦ୍ଧ କଳାକାର ଉଦଘାଟନ ଉତ୍ସବରେ ଭାଗନେବେ

Asian Athletics Championships, Over 500 artists to perform

 Published : ଟାଇମ୍ସ ଅଫ ଇଣ୍ଡିଆ

/  

27-Jun-2017  

ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଜୁଲାଇ ୫ ତାରିଖରୁ ଆରମ୍ଭ ହେବାକୁଥିବା ୨୨ ତମ ଏସିଆନ ଆଥେଲିଟିକ୍ସ ଚମ୍ପିଆନସିପର ଉଦଘାଟନ ଉତ୍ସବରେ ୫ ଶହରୁ ଉର୍ଦ୍ଧ କଳାକାର ଯୋଗଦେଇ ଦର୍ଶକ ମାନଙ୍କର ମନୋରଞନ କରିବେ। ସାଂସ୍କୃତିକ କାର୍ଯ୍ୟକ୍ରମ ବୁଧବାର ସଧ୍ୟା ୬ ଟାରୁ ୮ ଟା ମଧ୍ୟରେ ଅନୁଷ୍ଠିତ ହେବ। ଏଥିରେ କଳାକାର ମାନେ ଓଡିଶାର ଗୌରବମୟ ଅତୀତ, ପରମ୍ପରା, ସଂସ୍କୃତି, ବୌଦ୍ଧଧର୍ମକୁନେଇ ଅନ୍ୟ ଦେଶ ସହ ଯୋଗାଯୋଗ ଓ ଆଧୁନିକ ସମୟର ଧାରା ସମ୍ପର୍କରେ ଝଲକ୍ ସାଂସ୍କୃତିକ କାର୍ଯ୍ୟମରେ ଦେଖିବାକୁ ମିଳିବ।

Other News