Published : ଓଡିଶା ସନ୍ ଟାଇମ୍ସ
/17-Jul-2017
ରାୟଗଡା ଓ କଳାହାଣ୍ଡି ଜିଲ୍ଲାରେ ବନ୍ୟା ପରିସ୍ଥିତିରେ ସୁଧାର ଆସୁଛି ଏବଂ ବିପନ୍ନ ପରିବାର ଗୁଡିକୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି। ସେହିପରି କଟକ ସହରରେ ବର୍ଷା ଜଳ ନିଷ୍କାସନ ପାଇଁ ୨୬୦ ପମ୍ପକୁ କାର୍ଯ୍ୟରେ ଲଗାଯାଇଛି ବୋଲି ସେ କହିଥିଲେ।