ରାଜ୍ୟର 30 ଟି ଜିଲ୍ଲାରେ ମିଳିବ ମାଗଣା କେମୋଥେରାପି

Free chemotherapy to all 30 districts in the State

 Published : ଟାଇମ୍ସ ଅଫ ଇଣ୍ଡିଆ

/  

31-May-2017  

ରାଜ୍ୟ ସରକାର କକର୍ଟ ରୋଗୀଙ୍କ ପାଇଁ ମାଗଣା କେମୋଥେରାପି ଚିକିତ୍ସା ସୁବିଧା ୩୦ଟି ଜିଲ୍ଲା ସ୍ତରୀୟ ଡାକ୍ତରଖାନାକୁ ସମ୍ପ୍ରସାରିତ କରିଛନ୍ତି। ଆସନ୍ତା ଦୁଇବର୍ଷ ମଧ୍ୟରେ ରାଜ୍ୟର ୪ ଟି  ଡାକ୍ତରଖାନାକୁ ରେଡିଓ ଥେରାପି ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଏହି ମାଗଣା ଚିକିତ୍ସା ବ୍ୟବସ୍ଥା ଫଳରେ ଗ୍ରାମାଞ୍ଚଳ ଓ ଆଦିବାସୀ ଅଞ୍ଚଳର ଗରୀବ କର୍କଟ ରୋଗୀ ଉପକୃତ ହେବେ।

Other News