ଦଳକୁ ତୃଣମୂଳ ସ୍ତରରେ ଅଧିକ ସୁଦୃଢ କରିବାପାଇଁ ହେବ ଦଳିତ ସମାବେଶ

Party to hold Dalit meet to strengthen organtsational base at grassroots

ତୃଣମୂଳ ସ୍ଥରରେ ଦଳକୁ ଅଧିକ ସଙ୍ଗଠିତ କରିବାପାଇଁ ଅନୁଷ୍ଠିତ ହେବ ଦଳିତ ସମାବେଶ। ଦଳର ଅନୁସୂଚିତ ଜାତି ସେଲର କାର୍ଯ୍ୟକାରିଣୀ କମିଟିର ଅଧ୍ୟକ୍ଷ ବିଷ୍ଣୁ ଚରଣ ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ସମ୍ପର୍କରେ ନିଷ୍ପତି ହେଇଛି। ତେବେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀରୁ ଫେରିବାପରେ ସମାବେଶ ସମ୍ପର୍କରେ ତାରିଖ ସ୍ଥିର ହେବ ବୋଲି କୁହାଯାଇଛି।

Other News