କିଷାନ ସହାୟତା ୧୦୦୦ ଟଙ୍କାକୁ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନମନ୍ତ୍ରୀଙ୍କୁ ପୁଣି ଅନୁରୋଧ

CM again requested PM to hike KISAN aid to Rs 10,000

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ ଯୋଜନାରେ ଓଡ଼ିଶା ଯୋଗଦେବା ପାଇଁ ସହମତି ପ୍ରକାଶ କରିବାର ଦିନକ ପରେ ଏହି ଯୋଜନାରେ ସହାୟତା ଅର୍ଥକୁ ୧୦୦୦୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି। ସେହିପରି ଭୂମିହୀନ ଶ୍ରମିକ, ଭାଗଚାଷୀ,ଦୁର୍ଦ୍ଦିନରେ ଥିବା କୃଷି ପରିବାରଙ୍କୁ କେନ୍ଦ୍ରୀୟ ଯୋଜନାରେ ଅର୍ନ୍ତଭୂକ୍ତ କରିବା ପାଇଁ ପତ୍ର ଲେଖିଛନ୍ତି।

Other News