ସେବା ହିଁ ପରମ ଧର୍ମ : ମୁଖ୍ୟମନ୍ତ୍ରୀ

Service greatest religion: CM

 Published : ଓଡ଼ିଶା ସନ୍ ଟାଇମ୍ସ

/  

17-Feb-2019  

ସେବା ହିଁ ସବୁଠାରୁ ବଡ ଧର୍ମ, ତେଣୁ ଓଡ଼ିଶାର ପ୍ରତ୍ୟେକ ବ୍ୟକ୍ତିଙ୍କ ଠାରେ ସେବା ମନୋଭାବ ପ୍ରତିଫଳିତ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ସିଲଭର ସିଟି କଟକର ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ବିଜୁ ଯୁବ ବାହିନୀ ସମ୍ମିଳନୀରେ ଉଦବୋଧନ ଦେଇ କହିଛନ୍ତି, ବିଜୁ ଯୁବ ବାହିନୀର ସଦସ୍ୟ ମାନେ ଲୋମାନଙ୍କ ସେବାରେ ନିଜକୁ ନିୟୋଜିତ କରିଚାଲନ୍ତୁ, ତାହା ଓଡ଼ିଆ ଯୁବକ ମାନଙ୍କର ଶ୍ରେଷ୍ଠ ପରିଚୟ ହେବ।

Other News