କୋଣାର୍କର ସୂର୍ଯ୍ୟ ମନ୍ଦିର ସଂରକ୍ଷଣରେ ଅବହେଳା ପ୍ରସଙ୍ଗରେ ତଦନ୍ତ ଦାବୀ କଲେ ମୁଖ୍ୟମନ୍ତ୍ରୀ

CM urged probe into negligence in Sun Temple preservation

ବିଶ୍ବ ପ୍ରସିଦ୍ଧ କୋଣାର୍କର ସୂର୍ଯ୍ୟମନ୍ଦିରରୁ ବହୁ ପଥର ଖୋଦିତ ପ୍ରାଚୀନ କଳାକୃତି କୁ କଢାଯାଇ ସେହି ସ୍ଥାନରେ ସାଧାପଥର ଲଗାଯାଉଛି। ଭାରତୀୟ ପତ୍ନତାତ୍ତିକ ବିଭାଗ ଏହି ଘଟଣାର ତଦନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଚିଠି ଲେଖିଛନ୍ତି।

Other News