ଏସିଆ ପ୍ୟାସିଫିକରେ ଭୁବନେଶ୍ବର ବିମାନ ବନ୍ଦରକୁ ଶ୍ରେଷ୍ଠ ବିମାନ ବନ୍ଦରର ସମ୍ମାନ

Bhubaneswar airport best in Asia Pacific

ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର ଯାତ୍ରୀ ମାନଙ୍କୁ ଉନ୍ନତ ମାନର ସେବା ପ୍ରଦାନ ପାଇଁ ଏସିଆ ପ୍ୟାସିଫିକରେ ସମ୍ମାନ ଜନକ ଏଏସକ୍ୟୁ ଆୱାର୍ଡ-୨୦୧୮ ମିଳିଛି। ଏସିଆ ମହାଦେଶରେ ୨ରୁ ୫ ନିୟୁତ ଯାତ୍ରୀ ଯାତାୟତ କରୁଥିବା ବିମାନ ବନ୍ଦର ମାନଙ୍କ ମଧ୍ୟରେ ସର୍ବାଧିକ ପଏଣ୍ଟ ପାଇ ଭୁବନେଶ୍ବର ବିମାନ ବନ୍ଦର ପ୍ରଥମ ସ୍ଥାନରେ ପହଞ୍ଚିବାରୁ ଏହି ସମ୍ମାନ ମିଳିଛି।

Other News