Published : ଓଡିଶା ସନ ଟାଇମସ
/17-May-2017
ଓଡିଶାରେ ନବୀକୃତ ଜାତୀୟ ଶକ୍ତି ପ୍ରତିଷ୍ଠାନର ନିର୍ମାଣ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି l ପ୍ରଧାନମନ୍ତ୍ରୀ ଙ୍କୁ ଏକ ପତ୍ର ଲେଖି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତିଯେ, ଓଡିଶାରେ ନବୀକୃତ ଜାତୀୟ ଶକ୍ତି ପ୍ରତିଷ୍ଠାନର ନିର୍ମାଣ ପାଇଁ ପ୍ରଧାନ ମନ୍ତ୍ରୀ ହସ୍ତକ୍ଷେପ କଲେ ନିର୍ମାଣ କାର୍ଯ୍ୟର ତୁରନ୍ତ ଆରମ୍ଭ ହୋଇପାରିବ l