ବରଗଡ଼ରେ ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

Urban CHC to Come up at Bargarh Old District Headquarters Hospital

 Published : ଦି ନ୍ୟୁଜ ରୁମ

/  

05-Feb-2020  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବରଗଡ ଜିଲ୍ଲାର ପୁରୁଣା  ମୁଖ୍ୟ ଚିକିତ୍ସାଳୟରେ ୩୦ ଶଯ୍ୟା ବିଶିଷ୍ଟ ଅର୍ବାନ CHC ସହ ଏଠାରେ ଲୋକଙ୍କୁ ଜରୁରୀକାଳୀନ ଚିକିତ୍ସା ଓ OPD ସେବା ପ୍ରଦାନ ନେଇ ଘୋଷଣା କରିଛନ୍ତି। ଲୋକଙ୍କ ସୁବିଧା ପାଇଁ ପୁରୁଣା-ନୂଆ ଡାକ୍ତରଖାନା ମଧ୍ୟରେ ମାଗଣା ଆମ୍ବୁଲାନ୍ସ ଓ ବସ ଚଳାଚଳ ନେଇ ମଧ୍ୟ ସରକାର ପଦକ୍ଷେପ ନେଇଛନ୍ତି।

Other News