ମହାନଦୀ ପ୍ରସଙ୍ଗ : ଗୃହକମିଟି ଗଠନ କରିବ ଓଡିଶା

Mahanadi row: Odisha to set up House Committee

 Published : ଓଟିଭି

/  

08-Dec-2017  

ମହାନଦୀ ଜଳକୁ ନେଇ ଓଡିଶା ଓ ଛତିଶଗଡ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ କେନ୍ଦ୍ର ଟିବ୍ୟୁନାଲ ଗଠନ କରିବ ନାହିଁ।  ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ସୂଚନା ନେବା ସହିତ ବାଚସ୍ପତିଙ୍କ ନେତୃତ୍ବରେ ସମସ୍ତ ରାଜନୈତିକ ଦଳର ସଦସ୍ୟ ମାନଙ୍କୁ ନେଇ ଏକ ଗୃହକମିଟି ଗଠନ କରାଯାଇ ସେଥିରେ ରାଜ୍ୟର ସ୍ବାର୍ଥରକ୍ଷା ପାଇଁ କାର୍ଯ୍ୟପନ୍ଥା ସ୍ଥିରକରାଯିବ।

Other News