ମୁଖ୍ୟମନ୍ତ୍ରୀ ଦୋହରାଇଲେ ମହାନଦୀ ଜଳବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନକର

CM reiterates tribunal demand to resolve Mahanadi water dispute

 Published : ଟାଇମ୍ସ ଅଫ ଇଣ୍ଡିଆ

/  

10-Apr-2017  

ମହାନଦୀ ଜଳକୁ ନେଇ ଛତିଶଗଡ ସହିତ ଥିବା ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ କରିବାକୁ ରାଜ୍ୟ ସରକାର ଫୁଣି ଦାବୀ କରିଛନ୍ତି। ଦିଲ୍ଲୀ ଠାରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଆନ୍ତଃ ରାଜ୍ୟ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ କହିଥିଲେ ଯେ, ଓଡିଶା ଲୋକଙ୍କ ଜୀବନ ଓ ଜୀବିକାର ସୁରକ୍ଷା ପାଇଁ ମହାନଦୀର ଉପର ମୁଣ୍ଡରେ ଛତିଶଗଡରେ ନିର୍ମାଣଧିନ ସମସ୍ତ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ତୁରନ୍ତ ବନ୍ଦ କରାଯାଉ।

Other News