Published : ଓମକମ୍ ନିୟୁଜ
/05-Jul-2018
କୃଷି ବଜାର ସମ୍ପର୍କରେ ସୂଚନା ସଂଗ୍ରହ ପାଇଁ କୃଷକ ମାନଙ୍କୁ ମାଗଣା ସ୍ମାର୍ଟ ଫୋନ ପ୍ରଦାନ କରାଯିବ। ଏଥିପାଇଁ ରାଜ୍ୟ ସରକାର ୨୦୧୮-୧୯ ବର୍ଷରେ ୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହା ଫଳରେ ଚାଷୀମାନେ କୃଷି ସୂଚନା ସହଜରେ ପାଇବା ସହ ବଜାରର ଚାହିଦା ସମ୍ପର୍କରେ ଜାଣି ପାରିବେ।