ମେକ୍ ଇନ୍ ଓଡ଼ିଶା : ପୁଞ୍ଜିନିବେଶ ସମ୍ମିଳନୀରେ ଜାପାନ ଅଂଶିଦାର ଦେଶ ଭାବେ ଯୋଗ ଦେବ

Make in Odisha conclave: Japan, partner country for investors’ meet

ଭାରତ ସହିତ ଜାପାନର ବ୍ୟବସାୟୀକ ସମ୍ପର୍କ ଆହୁରୀ ସୁଦୃଢ ହେବ। ଓଡ଼ିଶା ସରକାରଙ୍କ ପକ୍ଷରୁ ଆସନ୍ତା ନଭେମ୍ବର ମାସରେ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା ସମ୍ମିଳନୀରେ ଜାପାନ ଅଶିଂଦାର ଦେଶ ଭାବେ ଯୋଗ ଦେବ। ଏହା ଫଳରେ ଭାରତ- ଜାପାନ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ଆହୁରୀ ସୁଦୃଢ ହେବ।

Other News