ଓଡିଶା ସରକାର ଶୁଭାରମ୍ଭ କଲେ ସ୍ବାସ୍ଥ୍ୟ ସେବାର ୪ ଟି ଯୋଜନା

Odisha govt launched 4 new health schemes

 Published : ଓଡିଶା ସନ୍ ଟାଇମ୍ସ

/  

19-Dec-2017  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟସରକାରଙ୍କର ସ୍ବାସ୍ଥ୍ୟ ସେବାର ୪ ଟି ଯୋଜନାର ସଚିବାଳୟରେ ଶୁଭାରମ୍ଭ କରିଛନ୍ତି। ସେ ଗୁଡିକ ହେଲା ନିଦାନ, ସହାୟ, ଅନମୋଲ ଓ ଆମ କ୍ଲିନିକ୍।

Other News