ଉପକୂଳ ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିବେ ୭୬ କୋଟି ଟଙ୍କା

Odisha to spend Rs.76 crore to develop coastal tourism

 Published : ଡି ଏନ୍ ଏ

/  

27-Jul-2017  

ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବାପାଇଁ ଉପକୂଳ ପର୍ଯ୍ୟଟନ ସର୍କିଟର ବିକାଶ କ୍ଷେତ୍ରରେ ରାଜ୍ୟ ସରକାର ୭୬ କୋଟି ଟଙ୍କା ବ୍ୟୟ କରିବେ। ଗଞାମ ଜିଲ୍ଲାର ଚିଲ୍ଲିକା କୂଳରେ ପଥରା ଠାରେ ନବ ନିର୍ମିତ ରିସର୍ଟର ଉଦଘାଟନକରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିବା ପାଇଁ ଆମେ ଅନେକ ପଦକ୍ଷେପ ଗ୍ରହଣ କରିସାରିଛୁ । ମୁଖ୍ୟମନ୍ତ୍ରୀ ଗଞାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନେକ ଗୁଡିଏ ପ୍ରକଳ୍ପର ଶୁଭ ଉଦଘାଟନ କରିବା ସହିତ କେତେକ ପ୍ରକଳ୍ପର ଶୁଭଦାନ କରିଥିଲେ। 

Other News