ପୁଞ୍ଜି ବିନିବେଶକାରୀଙ୍କ ପାଇଁ ସୁବିଧା ପାଇଁ ଓଡିଶା ସରକାର ଶୁଭାରମ୍ଭ କଲେ ଗୋ ସ୍ବିଫ୍ଟ ପୋର୍ଟାଲ

Odisha govt launches ‘GO SWIFT’ portal for investors

 Published : ଓଡିଶା ସନ୍ ଟାଇମ୍ସ

/  

16-Nov-2017  

ଓଡିଶାରେ ପୁଞ୍ଜି ବିନିଯୋଗକାରୀଙ୍କ ସୁବିଧା ଓ ପୁଞ୍ଜି ବିନିଯୋଗ ସମ୍ପର୍କିତ ସମସ୍ତ ତଥ୍ୟ ବିନିବେଶକାରୀ ଓ ସାଧାରଣ ଜନତାଙ୍କପାଇଁ ସୂଚନା ବ୍ୟବସ୍ତାକୁ ସୁଗମ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ “ଗୋ ସ୍ବିଫ୍ଟ” ପୋର୍ଟାଲର ଶୁଭାରମ୍ଭ କରିଛନ୍ତି । ରାଜ୍ୟ ସରକାରଙ୍କ ୧୫ଟି ବିଭାଗର ୩୨ ଟି ସେବାର ମଞ୍ଜୁରୀ ଏହି ପୋର୍ଟାଲ ମାଧ୍ୟମରେ ସହଜରେ ଅନଲାଇନରେ ମିଳିପାରିବ।

Other News