Published : ପାଏନିଅର
/11-Jun-2017
ମହାନଦୀର ଉପରମୁଣ୍ଡରେ ଛତିଶଗଡ ସରକାର ବ୍ୟାରେଜ ନିର୍ମାଣକରି ଜଳପ୍ରବାହକୁ ରୋକିବାର ପ୍ରତିବାଦରେ ବିଜୁ ଜନତା ଦଳ ପକ୍ଷରୁ ସମ୍ବଲପୁର, ବରଗଡ, ସୋନପୁର ଓ ଝାରସୁଗୁଡା ଜିଲ୍ଲାରେ ଶନିବାର ଦିନ ୪ ଘଣ୍ଟିଆ ହରତାଳ ଅନୁଷ୍ଠିତ ହୋଇଯାଇଛି। ହରତାଳ ସକାଳ ୬ ଟାରୁ ଦିବା ୧୦ ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ହରତାଳ ସମୟରେ ଉପରେକ୍ତ ଜିଲ୍ଲା ମାନଙ୍କରେ ଦୋକାନ ବଜାର ବନ୍ଦ ରହିବା ସହିତ ଯାନବାହନ ଚଳାଚଳ ବନ୍ଦ ରହିଥିଲା