କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଦୋହରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Naveen repeated Central neglect cry on poll trail

ଓଡ଼ିଶାକୁ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ନିର୍ବାଚନ ସଭାରେ ଦୋହରାଇଲେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ।  ସେ କହିଛନ୍ତି, କେନ୍ଦ୍ର ସରକାର ଓଡ଼ିଶା ପ୍ରତି ସର୍ବଦା ବୈମାତୃକ ମନୋଭାବ ପୋଷଣ କରିବା ସହିତ ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପ୍ରତି ଅବହେଳା ପ୍ରଦର୍ଶନ କରିଆସିଛି। କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡ଼ି ଓ ଫିରିଙ୍ଗିଆ ନିର୍ବାଚନ ସଭାରେ ସଭାପତି ଉଦବୋଧନ ଦେଇ କହିଛନ୍ତି ଆଦିବାସୀ ଛାତ୍ର ଛାତ୍ରୀଙ୍କ ଷ୍ଟାଇପେଣ୍ଡ ବନ୍ଦ କରାଯିବା ଦୃର୍ଭାଗ୍ୟ ଜନକ।

Other News