ଏସିଆ ଷ୍ଟିଲ ଇଣ୍ଟରନ୍ୟାସନାଲ କନଫରେନ୍ସ ଭୁବନେଶ୍ବରରେ ଉଦଘାଟିତ

Asia Steel International Conference inaugurated in Bhubaneswar

 Published : ଓଡିଶା ସନ୍ ଟାଇମ୍ସ

/  

06-Feb-2018  

 ଏସିଆ ଷ୍ଟିଲ ଇଣ୍ଟରନ୍ୟାସନାଲ ସପ୍ତମ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବରଠାରେ ଉଦଘାଟନ କରି କହିଛନ୍ତି ରାଜ୍ୟ ସରକାର ଖଣିଜ ଶିଳ୍ପର ବିକାଶକୁ ଦୃଷ୍ଟିରେ ରଖି ସମୁଚିତ ନୀତି ପ୍ରଣୟନ କରିଛନ୍ତି।ସେଥିପାଇଁ ଆଜି ଦେଶର ଉତ୍ପାଦନ ହେଉଥିବା ମୋଟ ଲୁହାପଥର ମଧ୍ୟରୁ ଓଡିଶାରୁ କେବଳ ଅଧା ଲୁହାପଥର ଉତ୍ପାଦନ ହୋଉଛି। ରାଜ୍ୟରେ ଥିବା ଉଚ୍ଚମାନର ଲୁହାପଥର ଯୋଗୁ ଏହା ସମ୍ଭବ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଏହି ସମ୍ମିଳନୀ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ ମେଟାଲସ୍ ଏବଂ ଟାଟା ଷ୍ଟିଲର ମିଳିତ ଉଦ୍ୟମରେ ଅନୁଷ୍ଟିତ ହେଉଛି।

Other News