Published : ଓଡ଼ିଶା ସନ୍ ଟାଇମ୍ସ
/13-Mar-2019
ଜାତିର ଜନକ ମହାତ୍ମା ଗାନ୍ଧୀ, ଆଇନ୍ ପ୍ରଣୟନ କ୍ଷେତ୍ରରେ ମହିଳାଙ୍କୁ ଅଧିକ ସଂଖ୍ୟାରେ ପ୍ରତିନିଧିତ୍ବର ସୁଯୋଗ ଦେବା ପାଇଁ ସେ ଗୁରୁତ୍ବ ପ୍ରଦାନ କରିଆସୁଥିଲେ। ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ନିର୍ବାଚନରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ, ମହିଳା ସଶକ୍ତିକରଣ କ୍ଷେତ୍ରରେ ସହାୟକ ହେବା ସହିତ ଜାତିର ପିତାଙ୍କ ପାଇଁ ଆମର ବିନମ୍ର ଶ୍ରଦ୍ଧାଞ୍ଜଳୀ ବୋଲି ଟ୍ବିଟ କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।