ମୁଖ୍ୟମନ୍ତ୍ରୀଙ୍କୁ ଛାତ୍ର ଛାତ୍ରୀ ପଚାରିବେ ପ୍ରଶ୍ନ

Students to quiz Chief Minister

 Published : ଟେଲିଗ୍ରାଫ

/  

08-Nov-2017  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନଭେମ୍ବର ୧୪ ତାରିଖ ଶିଶୁ ଦିବସରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଛାତ୍ର ଛତ୍ରୀଙ୍କ ସହ ସିଧାସଳଖ ଭାବବିନିମୟ କରିବେ। ଏହି କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନେ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ପ୍ରଶ୍ନ ପଚାରିବାକୁ ଆଗ୍ରହ ପ୍ରକାଶ କରିବେ, ମୁଖ୍ୟମନ୍ତ୍ରୀ ସିଧାସଳଖ ସେମାନଙ୍କ ଉତ୍ତର ପ୍ରଦାନ କରିବେ। ଅଭିଭାବକ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ତିତ ରହିବେ।

Other News