ମୁଖ୍ୟମନ୍ତ୍ରୀଙ୍କ ସୂଚନା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡିଶା ଏକ ଆଦର୍ଶ ରାଜ୍ୟ

CM affirm, Odisha model State in disaster management

ପାରାଦ୍ବୀପରୁ ହିଁ  ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଶିଳ୍ପ ବିପ୍ଳବର ଶୁଭାରମ୍ଭ କରିଥିଲେ ଏବଂ ଲୋକ ମାନଙ୍କର ଆର୍ଥିକସ୍ଥିତିର ବିକାଶ ପାଇଁ କୋଟି କୋଟି ଟଙ୍କା ଏଠାରେ ବିନିଯୋଗ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ । ପାରାଦ୍ବୀପଠାରେ ଆୟୋଜିତ ବିଜୁ ଶତବାର୍ଷିକ ସମାରୋହର ସମାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ପାରାଦ୍ବୀପ ଥିଲା ବିଜୁ ବାବୁଙ୍କର କର୍ମଭୂମି। ୧୯୬୦ ମସିହାରେ ରାଜ୍ୟର ସମ୍ବଳକୁ ବିନିଯୋଗକରି ଶିଳ୍ପ ବିପ୍ଳବ ବିଜୁବାବୁଏହି ସ୍ଥାନରୁ ଆରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡିଶା ମଡେଲ ରାଜ୍ୟଭାବେ ଦେଶ ବିଦେଶରେ ବିବେଚିତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

Other News