ମୁଖ୍ୟମନ୍ତ୍ରୀ ହିଞ୍ଜିଳିକାଟୁ ଓ ବିଜେପୁର ଆସନରୁ ନିର୍ବାଚନ ଲଢିବେ

CM to contest polls from Hinjilikatu and  Bijepur

 Published : ଓଡ଼ିଶା ସନ୍ ଟାଇମ୍ସ

/  

18-Mar-2019  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆସନ୍ତା ନିର୍ବାଚନ ଗଞ୍ଜାମ ଜିଲ୍ଳାର ହିଞ୍ଜିଳିକାଟୁ ଏବଂ ବରଗଡ଼ ଜିଲ୍ଲାର ବିଜେପୁର ବିଧାନ ସଭା ଆସନରୁ ପ୍ରତିଦ୍ବନ୍ଦିତା କରିବେ ବୋଲି ଘୋଷଣା କରିଛନ୍ତି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୃହ ବିଭାଗ (ନିର୍ବାଚନ)ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି।

Other News